ISRO: ଆଜି ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍

ISRO: ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍-୩ ଡିଏସ୍ (INSAT 3DS)ଉତକ୍ଷେୁଣ କରିବାକୁ ଯାଉଛି। ଏଥିପାଇଁ କାଉନଡାଉନ୍ ଆରମ୍ଭ ହୋଇଯାଇଛି। ଏହି ସାଟେଲାଇଟ୍ ସ୍ପେଶ୍ ଏଜେନ୍ସିର 'ନଟି ବଏ' (naughty boy) ବୋଲି କୁହାଯାଏ।

ISRO: ଆଜି ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍

About the Author