LoC ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ସୈନିକ ସହିଦ, ଦୁଇ ଆହତ

Indian Army: ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଟନେଲରେ ସେତେବେଳେ ବିସ୍ଫୋରଣ ଘଟିଥିଲା, ଯେତେବେଳେ ସେନା LoC ରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୈନିକଙ୍କ ପାଦ ସେଠାରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ଉପରେ ପଡିଯାଇଥିଲା।

LoC ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ସୈନିକ ସହିଦ, ଦୁଇ ଆହତ
Image Credit: Indian Army

About the Author