ଜମ୍ମୁ କାଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା, ଫୋନ କରି ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଜମ୍ମୁ କାଶ୍ମୀରର ବାନ୍ଦୀପୋରାରେ ବିଜେପି ନେତା ୱସୀମ ବାରୀଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଜମ୍ମୁ କାଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା, ଫୋନ କରି ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
Image Credit: ଫାଇଲ ଫଟୋ

About the Author