LG Manoj Sinha: ଶ୍ରୀନଗର ପନ୍ଥା ନିର୍ମାଣ ହେବାକୁ ଥିବା ବାବା ଅମରନାଥଙ୍କ ପ୍ରତିକୃତି, ଘୋଷଣା କଲେ ଉପରାଜ୍ୟପାଳ

Jammu Kashmir Administration: ରାଜଧାନୀ ଶ୍ରୀନଗରସ୍ଥିତ ପନ୍ଥା ଛକ ଠାରେ ବାବା ଅମରନାଥ ଶ୍ରାଇନ ବୋର୍ଡ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟାଳୟରେ ବାବା ଅମରନାଥ ବାର୍ଫାନୀଙ୍କ ଏକ ପ୍ରତିକୃତି ସ୍ଥାପନ କରାଯିବ। ଯାହା ବର୍ଷସାରା ଏଠାକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ର ହେବ।

LG Manoj Sinha:  ଶ୍ରୀନଗର ପନ୍ଥା ନିର୍ମାଣ ହେବାକୁ ଥିବା ବାବା ଅମରନାଥଙ୍କ ପ୍ରତିକୃତି, ଘୋଷଣା କଲେ ଉପରାଜ୍ୟପାଳ