କୂଳଭୁଷଣ ଯାଦବ ମାମଲା: ଭାରତର ଚାପ, ଇସଲାମାବାଦରେ ହେବ ପୁନର୍ବାର ଶୁଣାଣି

କୁଲଭୂଷଣ ଯାଦବ(Kulbhushan Jadhav)ଙ୍କ କ୍ଷେତ୍ରରେ ଭାରତ(India)ର ଅଭିଯାନରେ ଆଶା ସଞ୍ଚାର ହୋଇଛି । ଆନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ (ICJ) ର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସୋମବାର ଦିନ ଜାତୀୟ ସଭାରେ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁଯାୟୀ ସେନା କୋର୍ଟର ନିଷ୍ପତ୍ତି ସମୀକ୍ଷା ପାଇଁ ଏକ ଆବେଦନ କରାଯାଇପାରିବ।

କୂଳଭୁଷଣ ଯାଦବ ମାମଲା: ଭାରତର ଚାପ, ଇସଲାମାବାଦରେ ହେବ ପୁନର୍ବାର ଶୁଣାଣି

About the Author