Aadhaar Voter Card: ଭୋଟର ପରିଚୟ ଆଧାର ସହିତ ଲିଙ୍କ୍ ହୋଇନଥିଲେ ଭୋଟର ତାଲିକାରୁ ହଟିବ କି ନାମ? ଜବାବ ରଖିଲେ ସରକାର

Aadhaar Card Voter ID: ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା ଯେ ଯେଉଁମାନଙ୍କ ଆଧାର ନମ୍ବର ଭୋଟର ପରିଚୟ ପତ୍ର ସହିତ ଲିଙ୍କ୍ ହୋଇନାହିଁ, ସେମାନଙ୍କ ନାମ ଭୋଟର ତାଲିକାରୁ ହଟାଯିବ କି? ଏହାର ଜବାବ ରଖି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଭୋଟର ପରିଚୟ ପତ୍ରକୁ ଆଧାର ନମ୍ବର ସହ ଲିଙ୍କ କରିବା କୌଣସି ମତଦାତାଙ୍କ ଇଚ୍ଛା ଉପରେ ନିର୍ଭର କରେ।

Aadhaar Voter Card: ଭୋଟର ପରିଚୟ ଆଧାର ସହିତ ଲିଙ୍କ୍ ହୋଇନଥିଲେ ଭୋଟର ତାଲିକାରୁ ହଟିବ କି ନାମ? ଜବାବ ରଖିଲେ ସରକାର

About the Author