Mission Gaganyaan: ‘ଗଗନଯାନ’ରେ ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍

Mission Gaganyaan: ବୁଧବାର ‘ଗଗନଯାନ ଅଭିଯାନ’ (Mission Gaganyaan )ପାଇଁ ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ଇସ୍ରୋ (ISRO) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଉପସ୍ଥିତିରେ ସାରାଭାଇ ସ୍ପେଶ୍ ସେଣ୍ଟରରୁ (Sarabhai Space Centre) ଏହି ନାଁ ଘୋଷଣା କରାଯାଇଛି।

Mission Gaganyaan: ‘ଗଗନଯାନ’ରେ ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍

About the Author