ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅଙ୍କ ଫିଲ୍ମ 'ବ୍ୟାଡ ବୟ'ର ପୋଷ୍ଟର ହେଲା ରିଲିଜ

ପୋଷ୍ଟରରେ ନମାଶି ଚକ୍ରବର୍ତ୍ତୀ ଏବଂ ଅଭିନେତ୍ରୀ ଅମ୍ରିନ୍ କୁରେଶିଙ୍କ ଚମତ୍କାର ଲୁକ୍ ଦୃଶ୍ୟମାନ ହେଉଛି । ଫିଲ୍ମର ପୋଷ୍ଟର ରିଲିଜ ହେବା ମାତ୍ରେ ସଲମାନ ଖାନ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅଙ୍କ ଫିଲ୍ମ 'ବ୍ୟାଡ ବୟ'ର ପୋଷ୍ଟର ହେଲା ରିଲିଜ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/Twitter/Salman Khan

About the Author