ବିରି ମାଡ଼ ଦେଖି କୋଳଥ ଚେପା...

ଓଡ଼ିଆରେ ଏକ ଲୋକକଥା ରହିଛି ବିରି ମାଡ଼ ଦେଖି କୋଳଥ ଚେପା। ଆଉ ଏହି ଉକ୍ତିଟି ପାକିସ୍ତାନ ପାଇଁ ଶତପ୍ରତିଶତ ଭାବେ ଲାଗୁ ହୋଇଛି। ପିଓକେରେ ପାକିସ୍ତାନ ସେନା ଠୁଳ କରୁଛି। ଚୀନ ନିର୍ଦ୍ଦେଶରେ ପାକିସ୍ତାନ ଏଭଳି କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। ସେପଟେ କିନ୍ତୁ ୫୯ ଚାଇନିଜ ଆପ ବନ୍ଦ କରି ଭାରତ ଚୀନ ଉପରେ ନେଇଥିବା ପଦକ୍ଷେପ ଭୟରେ ପ୍ରକାଶିତ ଖବର ଭୁ

ବିରି ମାଡ଼ ଦେଖି କୋଳଥ ଚେପା...

About the Author