ଭାରତୀୟ ସେନା ପାଇଁ ୮୯ଟି ଆପ୍ସ ବ୍ୟାନ

ଦେଶର ଡାଟା ସିକ୍ୟୁରିଟି ପାଇଁ ଭାରତୀୟ ସେନାଙ୍କୁ ସେମାନଙ୍କ ମୋବାଇଲରୁ ୮୯ଟି ଆପ୍ସକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ବ୍ୟାନ ହୋଇଥିବା ଆପଗୁଡ଼ିକୁ ତୁରନ୍ତ ନିଜ ମୋବାଇଲରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବ୍ୟାନ ହୋଇଥିବା ଆପ ଗୁଡ଼ିକ ମଧ୍ୟରେ ଫେସବୁକ, ଟିକଟକ, ଟ୍ରୁକଲର, ଇନଷ୍ଟାଗ୍ରାମ, ୟୁସି ବ୍ରାଉଜର, ପବଜ ଆଦି

ଭାରତୀୟ ସେନା ପାଇଁ ୮୯ଟି ଆପ୍ସ ବ୍ୟାନ

About the Author