UNରେ ଭାରତର ସ୍ଥାୟୀ ସଦସ୍ୟତାକୁ ପାକିସ୍ତାନର ଘୋର ବିରୋଧ

ଜାତିସଂଘରେ ସମସ୍ତ ଦେଶ ସମାନ ସୁଯୋଗ ପାଇବା ଉଚିତ ବୋଲି ଶନିବାର ଦିନ ଭାରତ କହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଗ୍ଲୋବାଲ ସାଉଥରେ ଥିବା ଦେଶମାନଙ୍କୁ ଐତିହାସିକ ଭାବରେ ଅନ୍ୟାୟ କରାଯାଇଛି ଏବଂ ଏହାକୁ ତୁରନ୍ତ ସଂଶୋଧନ କରାଯିବା ଆବଶ୍ୟକ ରହିଛି।

UNରେ ଭାରତର ସ୍ଥାୟୀ ସଦସ୍ୟତାକୁ ପାକିସ୍ତାନର ଘୋର ବିରୋଧ

About the Author