ବିଶ୍ୱର ଏହି ଧନୀ ଦେଶରେ ଖାଦ୍ୟ ପାଇଁ ଲାଗିଛି ଲୋକଙ୍କ ଲମ୍ୱା ଲାଇନ

୨୦୧୮ ରିପୋର୍ଟ ଅନୁଯାୟୀ, ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କେବଳ ୬.୬ ଲକ୍ଷ ଲୋକ ଗରିବ ଥିଲେ । ବିଶେଷକରି ଅବିବାହିତ ପିତାମାତା ଏବଂ କମ୍ ଶିକ୍ଷିତ ବ୍ୟକ୍ତି ଏଠାରେ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ବିଶ୍ୱର ଏହି ଧନୀ ଦେଶରେ ଖାଦ୍ୟ ପାଇଁ ଲାଗିଛି ଲୋକଙ୍କ ଲମ୍ୱା ଲାଇନ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author