କୋହଲିଙ୍କ ଯୋଗୁଁ ହୋଇଥିଲା ରୋହିତଙ୍କ ବ୍ରେକଅପ୍, ଦେଖନ୍ତୁ ହିଟମ୍ୟାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଫଟୋ

ଆଜ୍ଞା ହଁ, ୨୦୧୨ ମସିହାରେ ରୋହିତ ଶର୍ମା (Rohit Sharma) ଓ ସୋଫିଆ ହାୟାତ (Sofia Hayat) ରିଲେଶନଶିପରେ ଥିବା ଖବର ସାମ୍ନାକୁ ଆସିଥିଲା ।

1/6

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ଓ ରିଅଲିଟି ଟିଭି ଶୋ' 'ବିଗ୍ ବସ୍'ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହାୟାତ (Sofia Hayat) ଙ୍କ ଅଫେୟରର ଖବର ଖୁବ୍ ଚର୍ଚ୍ଚାରେ ଥିଲା ।

ରୋହିତ ଶର୍ମା ଓ ସୋଫିଆ ହାୟାତଙ୍କ ଅଫେୟର

2/6
ରୋହିତ ଶର୍ମା ଓ ସୋଫିଆ ହାୟାତଙ୍କ ଅଫେୟର

ଆଜ୍ଞା ହଁ, ୨୦୧୨ ମସିହାରେ ରୋହିତ ଶର୍ମା (Rohit Sharma) ଓ ସୋଫିଆ ହାୟାତ (Sofia Hayat) ରିଲେଶନଶିପରେ ଥିବା ଖବର ସାମ୍ନାକୁ ଆସିଥିଲା । ସୋଫିଆ ହାୟାତ ଓ ରୋହିତଙ୍କ ଫଟୋ ଏବଂ ଡେଟିଂ ଖବର ଅନେକ ଖବରକାଗଜର ହେଡଲାଇନରେ ପରିଣତ ହୋଇଥିଲା।

ଅଧିକ ପଢ଼ନ୍ତୁ:-ଗୋଟିଏରୁ ଏଯାଏଁ ମିଳିନାହିଁ ମୁକ୍ତି, ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ…

ବେଶୀ ଦିନ ରହି ନଥିଲା ରୋହିତ ଓ ସୋଫିଆଙ୍କ ସମ୍ପର୍କ

3/6
ବେଶୀ ଦିନ ରହି ନଥିଲା ରୋହିତ ଓ ସୋଫିଆଙ୍କ ସମ୍ପର୍କ

ତେବେ ତାଙ୍କ ସମ୍ପର୍କର ଖବର ଯେତେ ଶୀଘ୍ର ଗଣମାଧ୍ୟମକୁ ଆସିଥିଲା, ସେତିକି ଶୀଘ୍ର ମଧ୍ୟ ରୋହିତ ଓ ସୋଫିଆଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା ।

ସୋଫିଆ ଦେଇଥିଲେ ବ୍ରେକଅପର ସୂଚନା

4/6
ସୋଫିଆ ଦେଇଥିଲେ ବ୍ରେକଅପର ସୂଚନା

ବାସ୍ତବରେ ସୋଫିଆ ନିଜେ ଏକ ଟ୍ୱିଟ୍ ମାଧ୍ୟମରେ ସ୍ପଷ୍ଟ କରିଥିଲେ ଯେ ସେମାନଙ୍କ ବ୍ରେକଅପ୍ ହୋଇଛି ।

ଅଧିକ ପଢ଼ନ୍ତୁ:-୧.୫ କୋଟି ୱର୍କର୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର

ରୋହିତଙ୍କ ବ୍ରେକଅପର କାରଣ ଥିଲେ କୋହଲି

5/6
ରୋହିତଙ୍କ ବ୍ରେକଅପର କାରଣ ଥିଲେ କୋହଲି

ରୋହିତଙ୍କ ସାଥୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କ ଯୋଗୁଁ ତାଙ୍କ ବ୍ରେକଅପ ହୋଇଥିଲା । ସୋଫିଆ ଓ ରୋହିତ ପରସ୍ପରକୁ ଡେଟ କରୁଥିଲେ, ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । କୋହଲିଙ୍କ କାରଣରୁ ରୋହିତ ଏବଂ ସୋଫିଆଙ୍କ ସମ୍ପର୍କ ଶେଷ ହୋଇଥିଲା ।

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ରିତିକା ସାଜଦେହଙ୍କୁ ବିବାହ କରିଛନ୍ତି ରୋହିତ

6/6
ରିତିକା ସାଜଦେହଙ୍କୁ ବିବାହ କରିଛନ୍ତି ରୋହିତ

ସୋଫିଆଙ୍କ ସହ ବ୍ରେକଅପ୍ ହେବା ପରେ ରୋହିତ ଶର୍ମାଙ୍କ ହୃଦୟ ରିତିକା ସାଜଦେହ (Ritika Sajdeh) ଙ୍କ ଉପରେ ଆସିଥିଲା । ରୋହିତ ଓ ରିତିକାଙ୍କ ସାକ୍ଷାତ ପ୍ରୋଫେଶନାଲ ଥିଲା, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ହୋଇଥିଲା । ପରେ ଦୁହେଁ ଡିସେମ୍ବର ୨୦୧୫ରେ ବିବାହ କରିଥିଲେ ।

photo-gallery