Plane crash News: ଭୟଙ୍କର ବିମାନ ଦୁର୍ଘଟଣା, ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ଆମେରିକାର ଫ୍ଲୋରିଡା ରାଜ୍ୟର କ୍ଲିଟର ୱାଟର ସହରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ବିମାନର ଆକାର ବଡ଼ ନଥିଲା। ଏହା ଗୋଟିକିଆ ଇଞ୍ଜିନ ବିଶିଷ୍ଟ ବିଚକ୍ରାଫ୍ଟ ବୋନାନଜା V35 ବିମାନ ଥିଲା। ଏହି ବିମାନ

Plane crash News: ଭୟଙ୍କର ବିମାନ ଦୁର୍ଘଟଣା, ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

About the Author