South Korea: ଦକ୍ଷିଣ କୋରିଆରେ ଚିହ୍ନଟ ହେଲା 'ମସ୍ତିଷ୍କ ଖାଉଥିବା ଆମୋଏବା', ଚାଲିଗଲା ଜଣଙ୍କ ଜୀବନ

South Korea News: ଦକ୍ଷିଣ କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଥାଇଲ୍ୟାଣ୍ଡରୁ ଫେରିବା ପରେ ଦେଶର ଜଣେ ୫୦ ବର୍ଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସେଠାରେ ୪ ମାସ ରହିବା ପରେ ଗତ ୧୦ ଡିସେମ୍ବରେ ସ୍ୱଦେଶ ଫେରିଥିଲେ। ଏହାର ପର ଦିନ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା।

South Korea: ଦକ୍ଷିଣ କୋରିଆରେ ଚିହ୍ନଟ ହେଲା 'ମସ୍ତିଷ୍କ ଖାଉଥିବା ଆମୋଏବା', ଚାଲିଗଲା ଜଣଙ୍କ ଜୀବନ

About the Author