କରୋନା ଟିକା ନେଇଥିବା ଲୋକଙ୍କ ଠାରେ ଦେଖିବାକୁ ମିଳୁଛି ପାର୍ଶ୍ୱ ପ୍ରତିକ୍ରିୟା, ଗବେଷଣାରେ ହେଲା ଖୁଲାସା

Covid-19 Vaccine Side Effects: କରୋନା ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ଟୀକାକରଣ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏକ ବିଶ୍ୱ ସ୍ତରୀୟ ଗବେଷଣା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଗବେଷଣାରେ, ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥିବା ବୋଲି ଦାବି କରାଯାଇଛି।

କରୋନା ଟିକା ନେଇଥିବା ଲୋକଙ୍କ ଠାରେ ଦେଖିବାକୁ ମିଳୁଛି ପାର୍ଶ୍ୱ ପ୍ରତିକ୍ରିୟା, ଗବେଷଣାରେ ହେଲା ଖୁଲାସା
Image Credit: Covid-19 Vaccine Side Effects

About the Author