New Maternity Leave Rules : ମାତୃତ୍ୱ ଛୁଟି ନିୟମ ପରିବର୍ତ୍ତନ କଲେ ସରକାର : ମିଳିବ ୧୮୦ ଦିନ ଛୁଟି

New Maternity Leave Rules : ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଜନ୍ମ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବେ।

New Maternity Leave Rules : ମାତୃତ୍ୱ ଛୁଟି ନିୟମ ପରିବର୍ତ୍ତନ କଲେ ସରକାର : ମିଳିବ ୧୮୦ ଦିନ ଛୁଟି
Image Credit: Surrogacy and Maternity Leave Rules

About the Author