Allahabad HC: ପତ୍ନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତିରେ ରହିଛି ପରିବାରର ହକ୍‍

Allahabad HC: ଗୃହକର୍ତ୍ତୀ ପତ୍ନୀ ତଥା ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଆଲ୍ଲାହାବାଦ ହାଇକୋର୍ଟ (Allahabad HC) ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ହିନ୍ଦୁ ପରିବାରରେ ପତ୍ନୀଙ୍କ ନାଁରେ ଘର କିଣାଯିବା ଏକ ସ୍ୱଭାବିକ ଘଟଣା। ବାପା ଚାଲିଗଲା ପରେ ଜଣେ ପୁତ୍ର ମା’ଙ୍କ ନାଁରେ କିଣାଯାଇଥିବା ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପତ୍ତିକୁ ତୃତୀୟ ପକ୍ଷକୁ ବିକ୍ରି କରିବାକୁ ଯାଉଥିବାରୁ ପୁଅ ଏପରି ଆବେଦନ କରିଥିଲେ।

Allahabad HC: ପତ୍ନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତିରେ ରହିଛି ପରିବାରର ହକ୍‍