Norovirus:ନୋରୋଭାଇରସ କ’ଣ ? ଯେଉଁ ପେଟରୋଗରେ ମଲେଣି ଲକ୍ଷାଧିକ ଆମେରିକୀୟ

କରୋନା ମହାମାରୀ ଓ ଲକଡ଼ାଉନ୍ ବେଶିଦିନର ଦୁସ୍ୱପ୍ନ ନୁହେଁ । ଜୀବନକୁ ଠପ୍ କରିଦେଇଥିବା କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଭାଇରସର ଆତଙ୍କକୁ ବଢାଇ ଦେଇଛି । ଭାଇରସ ନାମ ଶୁଣିଲେ ଲୋକଙ୍କ ମଧ୍ୟରେ ଅଜଣା ଆତଙ୍କ ସୃଷ୍ଟି ହେଉଛି । ସେହିଭଳି ଗୋଟିଏ ଭାଇରସ ଏବେ ଆମେରିକା ଭଳି ଧନୀ ଦେଶରେ ଆତଙ୍କର ଅନ୍ୟନାମ ହୋଇଛି ।

Norovirus:ନୋରୋଭାଇରସ କ’ଣ ? ଯେଉଁ ପେଟରୋଗରେ ମଲେଣି ଲକ୍ଷାଧିକ ଆମେରିକୀୟ
Image Credit: SOCIAL MEDIA

About the Author