ରାସ୍ତା ନିର୍ମାଣକୁ ବିରୋଧ କରି ଗାଡି ଜାଳିଦେଲେ ମାଓବାଦୀ
Advertisement

ରାସ୍ତା ନିର୍ମାଣକୁ ବିରୋଧ କରି ଗାଡି ଜାଳିଦେଲେ ମାଓବାଦୀ

ରାସ୍ତା ନିର୍ମାଣକୁ ବିରୋଧ କରି ଗାଡି ଜାଳିଦେଲେ ମାଓବାଦୀ |

ରାସ୍ତା ନିର୍ମାଣକୁ ବିରୋଧ କରି ଗାଡି ଜାଳିଦେଲେ ମାଓବାଦୀ

ମାଲକାନଗିରି: ପୁଣି ଥରେ ମାଲକାନଗିରି ସୀମାନ୍ତରେ ସକ୍ରିୟ ହୋଇ ଉଠିଛନ୍ତି ଲାଲବାହିନୀ | ଜିଲ୍ଲାର ସୀମାନ୍ତବର୍ତ୍ତୀ କୁକାନାର ଥାନା ଧନିକୋରତା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି, ୧ ପୋକଲିନ ଏବଂ ୩ ଟିପ୍ପରରେ ନିଆଁ ଲଗାଇ ଦେଇଛନ୍ତି | ବିଳମ୍ବିତ ରାତ୍ରୀରେ ଏଭଳି କାଣ୍ଡ ଭିଆଇଛନ୍ତି ମାଓବାଦୀ | 

ମାଲକାନଗିରି ସୀମାନ୍ତ କୁକୁନାରା ଥାନାର ଧନିକୋରତାରେ ଗାଁରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲା ପ୍ରାୟ ୬ଟି ଗାଡି | ଯାହାକୁ ଜାଳିପୋଡି ଦେଇଛନ୍ତି ମାଓବାଦୀ | ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋ ଏଥିରେ ନିୟୋଜିତ ଗାଡିକୁ ପୋଡିବା ସହ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଲାଲ ବାହିନୀ |