Online Scam:ବ୍ୟାଙ୍କ ଖାତା ଖାଲି କରୁଛନ୍ତି ଏହି ୫ ଆପ୍,ଫୋନରୁ ତୁରନ୍ତ କରନ୍ତୁ ଡିଲିଟ୍

ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର କ୍ରମାଗତ ଭାବେ ନୂଆନୂଆ ପଦକ୍ଷେପ ନେଉଛନ୍ତି। ସାଇବର ଅପରାଧ ହେତୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହେଉଛି । ଲୋକଙ୍କୁ ଠକି ସାଇବର ଠକ ନିଜ ଖାତା ଭରୁଛନ୍ତି । କିନ୍ତୁ ଲୋଭରେ ହେଉ କି ଅଜ୍ଞାନତା ବଶତଃ ଲୋକ ଏହି ଠକଙ୍କ ଜାଲରେ ପଡୁଛନ୍ତି । ବର୍ତ୍ତମାନ ସାଇବର କ୍ରାଇମ ପୋଲିସ ମଧ୍ୟ ଲୋ

Online Scam:ବ୍ୟାଙ୍କ ଖାତା ଖାଲି କରୁଛନ୍ତି ଏହି ୫ ଆପ୍,ଫୋନରୁ ତୁରନ୍ତ କରନ୍ତୁ ଡିଲିଟ୍
Image Credit: SOCIAL MEDIA

About the Author