Vikrant Massey : ବିକ୍ରାନ୍ତଙ୍କ ଘରକୁ ଆସିଲା କୁନି ଅତିଥି, ଜାଣନ୍ତୁ ଝିଅ ନା ପୁଅ..

Written ByPriyambada Rana
Published: Feb 08, 2024, 10:13 AM IST|Updated: Feb 08, 2024, 10:13 AM IST
'12th fail’ ଫିଲ୍ମର ସୁପରଷ୍ଟାର ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରାନ୍ତ ଏବଂ ତାଙ୍କ ପତ୍ନୀ ଶୀତଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।