Advertisement
Photo Details/zeeodisha/odisha2433459
photoDetails0hindi

Siddharth Aditi Marriage: ହାତକୁ ଦୁଇ ହାତ ହେଲେ ଆଦିତି ଓ ସିଦ୍ଧାର୍ଥ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

Siddharth Aditi Marriage: ଆଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଅନେକ ଦିନ ଧରି ରିଲେସନସିପରେ ଥିଲେ। ଉଭୟ କପଲ୍ ମାର୍ଚ୍ଚ ମାସରେ ନିର୍ବନ୍ଧ କରିଥିଲେ ଓ ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିଲେ। ଶେଷରେ ଏହି କପଲ୍ ଆଜି ବିବାହ କରିଛନ୍ତି। ଏହି ଅଭିନେତ୍ରୀ ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ଅନେକ ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

1/8

2/8

3/8

4/8

5/8

6/8

7/8

8/8