Advertisement
photoDetails0hindi

Bollywood News: ‘ରାମାୟଣ’ରେ ରାମ ସୀତା ଭୂମିକାରେ ନଜର ଆସିବେ ଆଲିଆ ଓ ରଣବୀର, ରାବଣ ସାଜିବେ ସାଉଥର ଏହି ସୁପରଷ୍ଟାର

Alia Bhatt Ramayan: ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନ୍ ଷ୍ଟାରର ବିଗ ବଜେଟ୍ ସିନେମା ‘ଆଦିପୁରୁଷ’କୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ସମୟରେ ନିର୍ଦ୍ଦେଶକ ନୀତେଶ ତିୱାରୀ ଖୁବ ଶ୍ରୀଘ୍ର ‘ରାମାୟଣ’ ଫିଲ୍ମ ନିର୍ମାଣ କରିବା ନେଇ ଜଣାପଡ଼ିଛି । ଏହି ଫିଲ୍ମ ନିର୍ମାଣ ଲାଗି ଦୀର୍ଘ ଦିନ ଧରି ଆଲୋଚନା କରାଯାଇଥିଲା ।

1/5

ରିପୋର୍ଟ ଅନୁଯାୟୀ, ନୀତେଶ ତିୱାରୀଙ୍କ ଏହି ଫିଲ୍ମ ପାଇଁ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ଫାଇନାଲ କରାଯାଇଛି ।

2/5

ଏହି ସିନେମାରେ ଆଲିଆ ସୀତା ଓ ରଣବୀର ରାମ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି ।

3/5

ସେହିପରି ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ ଫିଟ୍ କରିବା ଲାଗି ନିର୍ମାତା ବାରମ୍ବାର ତାଙ୍କ ଲୁକ୍ ଟେଷ୍ଟ ନେଉଥିବା ଜଣାପଡ଼ିଛି ।

4/5

ନୀତେଶଙ୍କ ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ୟଶ ରାବଣ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

5/5

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଅଫିସିଆଲ ଆନାଉସମେଣ୍ଟ କରାଯାଇନଥିବା ବେଳେ ଚଳିତ ଦୀପାବଳୀରେ ଏହି ଫିଲ୍ମ ନେଇ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି ।