Advertisement
Photo Details/zeeodisha/odisha1759075
photoDetails0hindi

Eid al-adha 2023: ସବୁଠି ଉତ୍ସାହର ସହ ପାଳନ ହେଉଛି ଇଦ୍ ଅଲ୍- ଅଦା, ଦେଖନ୍ତୁ କିଛି ଖାସ୍ ଫଟୋ...

Eid al-Adha 2023: ଆଜି ଦେଶର ଅନେକ ସ୍ଥାନରେ ଇଦ୍-ଉଲ୍-ଅଦା କିମ୍ବା ଇଦ୍-ଉଲ୍-ଜୁହା ଅର୍ଥାତ୍ ବକ୍ରି ଇଦି ଉତ୍ସବ ପାଳନ କରାଯାଉଛି । ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଉଲ୍ଲା ଅଦା । (Eid Al Adha 2023) ଏହାକୁ ବଡ଼ ଇଦ୍ ବି  (Bakrid festival) ବୋଲି ମଧ୍ଯ କୁହାଯାଏ। ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ଯ କୁହାଯାଏ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି ।

1/6

ଇଦ୍-ଅଲ୍-ଅଦାକୁ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ଜାମା ମସଜିଦରେ ସମୂହ ନମାଜ ପାଠ ନେଇ ଆୟୋଜନ କରାଯାଇଥିଲା ।

2/6

ବହୁ ସଂଖ୍ୟାରେ ମୁସଲମାନ ଧର୍ମାବଲମ୍ବୀ ଲୋକ ମାନେ ସକାଳୁ ନମାଜ ପାଠ ଲାଗି ଜାମା ମସଜିଦରେ ପହଞ୍ଚିଥିଲେ।

3/6

ଇଦ୍-ଅଲ୍-ଅଦା ବା ବକ୍ରି ଇଦ୍ ଅବସରରେ ମକ୍କା ସହରର ଭବ୍ୟ ମସଜିଦରେ ନମାଜ ପାଠ କରିଥିଲେ ମୁସଲମାନ ଧର୍ମାବଲମ୍ବୀ।

4/6

ଏହି ପବିତ୍ର ଅବସରରେ ଢାକା ସ୍ଥିତ ରାଷ୍ଟ୍ରୀୟ ଇଦଗାହ ମସଜିଦରେ ପ୍ରାର୍ଥନା ଲାଗି ପହଁଞ୍ଚିଥିଲେ ମୁସଲମାନ୍ ସମ୍ପ୍ରଦାୟର ଲୋକେ।

5/6

ବକ୍ରି ଇଦି୍ ଅବସରରେ ଆଲୋକମାଳାରେ ଝଲସି ଉଠିଥିଲା ନୂଆଦିଲ୍ଲୀ ସ୍ଥିତ ଜାମା ମସଜିଦ୍ ।

6/6

ଇଦ୍-ଅଲ୍-ଅଦାର ପବିତ୍ର ଅବସରରେ ମୁସଲମାନ ମହିଳା ମାନେ ସୁରବାୟାଠାରେ ସମୂହ ନମାଜ ପାଠ କରିଥିଲେ ।