Advertisement
Photo Details/zeeodisha/odisha2411973
photoDetails0hindi

Deepika Padukone Pregnancy: ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ଦୀପିକା-ରଣବୀରଙ୍କ ପ୍ରେଗନାନ୍ସି ଫଟୋ

Deepika Padukone Pregnancy Photoshoot: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ପ୍ରେଗନାନ୍ସି ଫଟୋସୁଟ କରିଛନ୍ତି ଯାହା ଅଭିନେତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୀପିକା-ରଣବୀର ପ୍ରଶଂସକଙ୍କ ସହ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି। 

1/5

2/5
  ଏହି ଫଟୋଗୁଡିକ ଦେଖିବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡର ଲୋକପ୍ରିୟ ଦମ୍ପତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି।

3/5

ସେମାନେ ଗର୍ଭବତୀ ଫଟୋ ସୁଟ୍ ମାଧ୍ୟମରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଦୀପିକା ଏବଂ ରଣଭୀରଙ୍କ ସୁନ୍ଦର ଚିତ୍ର ସେମାନଙ୍କ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି ଏବଂ ଇଣ୍ଟରନେଟରେ ହେଡଲାଇନ ସୃଷ୍ଟି କରିଛି।

4/5

 ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦେଖାଯିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଫଟୋସୁଟର ଏହି ପଟୋଗୁଡ଼ିକ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

5/5

କିଛି ଦିନ ହେବ ଦୀପିକାଙ୍କ ପ୍ରେଗନାନ୍ସିକୁ ଫେକ୍ ବୋଲି କୁହାଯାଉଥିଲା। ଏହି ଗୁଜବ ମଧ୍ୟରେ ରଣଭୀର ଏବଂ ଦୀପିକାଙ୍କ ଏହି ଫଟୋସୁଟ୍ ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛି ଯେଉଁଥିରେ କୁହାଯାଇଛି।