Advertisement
photoDetails0hindi

Police Full Form: କ'ଣ ଆପଣ ଜାଣଛନ୍ତି ପୋଲିସ ଫୁଲଫର୍ମ? ଜାଣନ୍ତୁ ଏଠାରେ ପୋଲିସ ଶବ୍ଦର ସମ୍ପୂର୍ଣ୍ଣ ଅର୍ଥ

what is the full form of police: ପିଲାଙ୍କ ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ପୋଲିସ ଶବ୍ଦ ଶୁଣିବାକୁ ପାଇଥିବେ। ଆମେ ସମସ୍ତେ ପୋଲିସ ନାମ ଏବଂ କାର୍ଯ୍ୟ ବିଷୟରେ ଭଲ ଭାବରେ ଜାଣିଛେ। ହେଲେ ଆପଣ ଜାଣିଛନ୍ତି ପୋଲିସ ଶବ୍ଦର ଏକ ସମ୍ପୂର୍ଣ୍ଣ ଅର୍ଥ ରହିଛି।

1/5

ଦେଶର ପ୍ରତ୍ୟେକ ଅଞ୍ଚଳରେ ଅପରାଧ ସହ ମୁକାବିଲା କରିବାରେ ପୋଲିସ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ତାହା ଆମେ ସମସ୍ତେ ଜାଣିଛେ। ଯେକୌଣସି ପ୍ରକାରର ଅପରାଧର ମୁକାବିଲା ପାଇଁ ପ୍ରଥମେ କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ପୋଲିସ। ଏପରିକି ଲୋକଙ୍କ ସୁରକ୍ଷା ସର୍ବଦା ନିୟୋଜିତ ହୋଇଥାଏ ପୋଲିସ। ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଅପରାଧୀ କିମ୍ବା ଅପରାଧ ଠାରୁ ସୁରକ୍ଷା ପ୍ରଦାନ କରିଥାଏ ପୋଲିସ।

2/5

ପୋଲିସ ହେଉଛି ଏକ ସୁରକ୍ଷା ବଳ। ଯିଏ ଆମ ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ। ଠିକ୍ ଯେପରି ସୈନ୍ୟବାହିନୀ ଆମକୁ ବିଦେଶୀ ଶତ୍ରୁଙ୍କ ଠାରୁ ରକ୍ଷା କରିବାକୁ ପ୍ରସ୍ତୁତ ରହିଥାଏ। ସେହିଭଳି ସାଧାରଣ ଜନତାଙ୍କୁ ଆଭ୍ୟନ୍ତରୀଣ ଅନୈତିକ କାର୍ଯ୍ୟକଳାପରୁ ରକ୍ଷା କରିବା ଏବଂ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ଅପରାଧିକ ମାମଲା ଦାଏର କରିବା ହେଉଛି ପୋଲିସ ବାହିନୀର ଦାୟିତ୍ୱ।

3/5

ହିନ୍ଦୀ ସମେତ ଅନ୍ୟ କେତେକ ଭାଷାରେ ପୋଲିସ ଶବ୍ଦର ଅର୍ଥ ହେଉଛି ଆରକ୍ଷୀ କିମ୍ବା ଆରକ୍ଷକ। ପୋଲିସ୍ ୟୁନିଫର୍ମ ଉପରେ ରହିଥିବା ତାରାକା ଚିହ୍ନ ସୂଚାଇ ଦେଇଥାଏ ଯେ ପୋଲିସ୍ ବିଭାଗରେ କେଉଁ ଅଧିକାରୀ କେଉଁ ପଦରେ ଅଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୋଲିସ ବିଭାଗର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଛନ୍ତି।

4/5

ବ୍ରିଟିଶ ସରକାରଙ୍କ ସମୟରେ ଭାରତ ବର୍ଷରେ ପୋଲିସ ସେବା (Police Service in India) ଆରମ୍ଭ ହୋଇଥିଲା। ପୋଲିସ ଶବ୍ଦର ସମ୍ପୂର୍ଣ୍ଣ ଅର୍ଥ (Full Form of Police) ହେଉଛି "ଆଇନ ଅନୁସନ୍ଧାନ ଏବଂ ଅପରାଧିକ ଜରୁରୀକାଳୀନ ପରିସ୍ଥିତି ପାଇଁ ନିୟୋଜିତ ହୋଇଥିବା ଅଧିକାରୀ (Public Officer for Legal Investigations and Criminal Emergencies)। ଭାରତୀୟ ପୋଲିସ ଅଧିକାରୀ (Indian Police Service) ଖାକି ରଙ୍ଗର ୟୁନିଫର୍ମ (Police Uniform India) ପିନ୍ଧିଥାନ୍ତି। ଅନ୍ୟପଟେ କୋଲକାତା ପୋଲିସ (Kolkata Police Uniform) ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥାଏ।

5/5