Advertisement
photoDetails0hindi

Guru Gochar 2023: ୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

Guru Gochar 2023: ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି । ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ । ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ।

1/6

Guru Gochar 2023, Surya Guru Yuti 2023: ଗତକାଲି ଦେବଗୁରୁ ବୃହସ୍ପତି ଗୋଚର କରି ମଙ୍ଗଳ ଗ୍ରହର ରାଶି ମେଷରେ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ, ଏହା ପୂର୍ବରୁ ଏପ୍ରିଲ ୧୪ରେ ସୂର୍ଯ୍ୟ ଗୋଚର କରି ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହି କାରଣରୁ ମେଷ ରାଶିରେ ସୂର୍ଯ୍ୟ-ବୃହସ୍ପତି ସଂଯୋଗ ସୃଷ୍ଟି ହେଉଛି । ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି । ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ । ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ।

୧. ମେଷ ରାଶି

2/6
୧. ମେଷ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମେଷ ରାଶିର ଲୋକଙ୍କୁ ଅନେକ ଲାଭ ଦେବ । ଏହି ଯୁତି କେବଳ ମେଷ ରାଶିରେ ସୃଷ୍ଟି ହେଉଛି । ଏହି ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମାନ-ସମ୍ମାନ ବୃଦ୍ଧି ପାଇବ । ଧନ ଲାଭ ହେବ । ଚାକିରି-ବ୍ୟବସାୟରେ ଅଗ୍ରଗତି ହେବ । କିଛି ବଡ଼ ସଫଳତା ମିଳିପାରେ ।

୨. ମିଥୁନ ରାଶି

3/6
୨. ମିଥୁନ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମିଥୁନ ରାଶିର ଲୋକଙ୍କୁ ଅନେକ ଲାଭ ଦେବ । କ୍ୟାରିୟରରେ ବଡ଼ ଲାଭ ହେବ । ଆପଣଙ୍କ ପଦୋନ୍ନତି-ଇନକ୍ରିମେଣ୍ଟ ହୋଇପାରେ । ଆୟ ବୃଦ୍ଧି ପାଇବ । ନିବେଶରୁ ଲାଭ ମିଳିବ ।

୩. କର୍କଟ ରାଶି

4/6
୩. କର୍କଟ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥା ଭଲ ହେବ । ଦାମ୍ପତ୍ୟ ଜୀବନରେ ସୁଖିମୟ ରହିବ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ନେବା ପାଇଁ ଜାରି ହେଲା ଫର୍ମ, ଯଦି ଏହି ତାରିଖ ପର୍ଯ୍ୟନ୍ତ ନ ଭରିବେ ତ ମିଳିବନି ପେନସନର ଲାଭ

ଅଧିକ ପଢ଼ନ୍ତୁ-ବୁଧଙ୍କ ରାଶିରେ ଗୋଚର କରିବେ ଶୁକ୍ର ଗ୍ରହ, ଏହି ୩ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରକାର କଲେ ବଡ଼ ଘୋଷଣା, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

୪. ସିଂହ ରାଶି

5/6
୪. ସିଂହ ରାଶି

ସୂର୍ଯ୍ୟ-ଗୁରୁ ଯୁତି ସିଂହ ରାଶିର ଲୋକଙ୍କ ପାଇଁ ଭାଗ୍ୟ ଖୋଲି ଦେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ରୋକି ହୋଇଥିବା କାର୍ଯ୍ୟ ପୂରା ହେବ । କାର୍ଯ୍ୟରେ ଅଗ୍ରଗତି ହେବ । ଆୟ ବୃଦ୍ଧି ପାଇବ ।

୫. ମୀନ ରାଶି

6/6
୫. ମୀନ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମୀନ ରାଶିର ଲୋକଙ୍କୁ ସମାଜରେ ଖ୍ୟାତି ଆଣି ଦେବ । ଆପଣ ମଧ୍ୟ ଅଗ୍ରଗତି କରିବେ ଓ ସମ୍ମାନ ମଧ୍ୟ ପାଇବେ । କାମ ଭଲ ହେବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)