ବଲିଉଡରୁ ନେଇ ସାଉଥ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଅଦା ଶର୍ମା (Adah Sharma) ଆଜି ନିଜ ୩୦ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୧ ମେ ୧୯୯୨ ମସିହାରେ ଜନ୍ମ ହୋଇଥିଲେ । ତାମିଲ ବ୍ରାହ୍ମଣ ପରିବାରର ଜନ୍ମିତ ଅଦା ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାନ୍ତି । ଫିଲ୍ମ ଅପେକ୍ଷା ତାଙ୍କ କ୍ୟୁଟନେସ ଆଉ ବୋଲ୍ଡ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ପ୍ରାୟ ସମୟରେ ସେ ନିଜ ବୋଲ୍ଟ ଫଟୋ ସୁଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି ।
ହିନ୍ଦୀ , ତାମିଲ , ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି ଅଦା ଶର୍ମା । ୧୧ ମେ ୧୯୯୨ ମସିହାରେ ତାମିଲ ବ୍ରାହ୍ମଣ ପରିବାରରେ ଅଦାଙ୍କ ଜନ୍ମ ।
ବଲିଉଡରେ କମାଣ୍ଡୋ ୨ (Commando 2)ଏବଂ ହସି ତୋ ଫସି (Hasee Toh Phasee)ଭଳି ଫିଲ୍ମରେ କାମ କରିସାରିଛନ୍ତି ଅଦା ଶର୍ମା । ଫିଲ୍ମରେ ଆକ୍ଟିଂ ସହ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିଛନ୍ତି ।
ନିଜ ବୋଲ୍ଡନେସ୍ ଫଟୋସୁଟ୍ ଜରିଆରେ ଇଣ୍ଟରନେଟରେ ନିଆଁ ଲଗାନ୍ତି ଅଦା । ନିଆରା ଅନ୍ଦାଜ ଏବଂ କ୍ୟୁଟନେସ ପାଇଁ କୋଟି କୋଟି ଫ୍ୟାନ୍ସ ଏହି ଅଭିନେତ୍ରୀଙ୍କ ଦିୱାନା
ଫିଲ୍ମ 1920 ଜରିଆରେ ବଲିଉଡରେ ପାଦ ଥାପିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା ।
ଫିଟନେସ ଫ୍ରିକ୍ ହିରୋଇନ ଅଦା ଶର୍ମା । ସୋସିଆଲ ମିଡିଆରେ ନିଜ ଫିଟନେସ ଫଟୋ ଆଉ ଭିଡିଓ ସେୟାର କରନ୍ତି ।
ट्रेन्डिंग फोटोज़