Horoscope 21 November 2024: ୨୧ ନଭେମ୍ବରରେ ମାତା ଲକ୍ଷ୍ମୀ ଚମକାଇବେ ଏହି ସବୁ ରାଶିର ଭାଗ୍ୟ! ପଢ଼ନ୍ତୁ ନିଜର ରାଶିଫଳ

Written ByPriyambada Rana
Published: Nov 20, 2024, 05:48 PM IST|Updated: Nov 20, 2024, 05:48 PM IST

Rashifal 21 November 2024: ବୈଦିକ ଜ୍ୟୋତିଷରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୧ ନଭେମ୍ବର ୨୦୨୪ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଣିଥାଏ ଏବଂ ଜୀବନରେ ଧନ ଏବଂ ସମୃଦ୍ଧତା ମିଳିଥାଏ। ଜାଣନ୍ତୁ କେଉଁ ରାଶି ୨୧ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।