IAS Marriage: ହାତକୁ ଦି ହାତ ହେଲେ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

Written ByZee Odisha Desk
Published: Feb 03, 2024, 08:16 AM IST|Updated: Feb 03, 2024, 09:19 AM IST

IAS Marriage: ହାତକୁ ଦି ହାତ ହେଲେ ଆଉ ଜଣେ ଆଇଏଏସ୍ ଅଧିକାରୀ (IAS Marriage) ଅମ୍ରିତ୍ ଋତୁରାଜ୍ ।  ଫେବୃଆରୀ ୧ ତାରିଖରେ ବେଶ୍ ଧୂମାଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ଆଉ ସବୁଠୁ ବଡ଼ କଥା ହେଲା, ସେ ଜଣେ ଓଏଏସ୍‌ ଅଫିସ୍‌ର (OAS officer)ଙ୍କୁ ନିଜ ସାତ ଜନମର ସାଥୀ କରିଛନ୍ତି । ତେବେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସାଥୀଙ୍କ ବିଷୟରେ କିଛି ଖାସ୍ କଥା...