India Philippines Defence Deal: ଚୀନ ସହ ମୁକାବିଲା ପାଇଁ ଭାରତ ପାଖରୁ ବ୍ରହ୍ମାସ୍ତ୍ର ନେବ ଫିଲିପାଇନ୍ସ

Published: Apr 19, 2024, 01:42 AM IST|Updated: Apr 19, 2024, 01:42 AM IST

Philippines will take BrahMos Missile from India: ଚୀନ ସହ ମୁକାବିଲା ପାଇଁ ଭାରତ ପାଖରୁ ବ୍ରହ୍ମାସ୍ତ୍ର ନେବ ଫିଲିପାଇନ୍ସ। ଦକ୍ଷିଣ ଚୀନ ସାଗରରେ ବଢୁଥିବା ଚୀନ ଦାଦାଗିରିକୁ ମୁକାବିଲା କରିବା ଅନେକ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଭାରତ ପାଖରୁ ସାମରିକ ସହୟତା ଲୋଡ଼ିଛନ୍ତି। ଏହି କ୍ରମରେ ଫିଲିପାଇନ୍ସ, ସାମରିକ ସହଯୋଗୀ ଭାରତ ପାଖରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଗ୍ରହଣ କରିବାକୁ ଯାଉଛି।