Advertisement
Photo Details/zeeodisha/odisha2356628
photoDetails0hindi

ଫଟୋରେ ଖବର: ଦୋକାନରେ କମୁନି ଆଳୁ ଦର, ଚିନ୍ତାରେ ଖାଉଟି

ଆଳୁର କମୁନି ଦର । ରାଜ୍ୟର ବିଭିନ୍ନ ବଜାରରେ ଅଲକା ଅଲଗା ରେଟରେ ବିକ୍ରି ହେଉଛି ଆଳୁ । ବର୍ତ୍ତମାନର ମହଙ୍ଗା ମାଡ଼ରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ନଇଁ ପଡ଼ିଥିବା ବେଳେ, ସେଥିରେ ବଡ଼ ପ୍ରହାର କରିଛି ଆଳୁ ରେଟ୍। 

1/10

2/10

3/10

4/10

5/10

6/10

7/10

8/10

9/10

10/10