Advertisement
Photo Details/zeeodisha/odisha1579698
photoDetails0hindi

Prakruti Mishra Income: ଗୋଟିଏ ଏପିସୋଡ ପିଛା ଏତିକି ଚାର୍ଜ କରନ୍ତି ପ୍ରକୃତି, ଫିଲ୍ମ ପାଇଁ ବଲିଉଡ ଚାର୍ଜରୁ ବି ଅଧିକ !

Prakruti Mishra Income: ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଅଭିନୟ ପାରଦର୍ଶିତାରେ ସଫଳତାର ପାହାଚ ଛୁଇଁଛନ୍ତି ପ୍ରକୃତି। କେବଳ ଯେ, ଓଡ଼ିଆ ଫିଲ୍ମ ବା ଓଡ଼ିଆ ଆଲବମ ନୁହେଁ ହିନ୍ଦି ସିରିୟଲରେ ବି ନିଜର ଆକ୍ଟିଂର ଜଲୱା ଦେଖାଇଛନ୍ତି ପ୍ରକୃତି । ହେଲେ ଆପଣ କେବେ ଭାବିଛନ୍ତି ଏହି ଅଭିନେତ୍ରୀ ପ୍ରତି ଏପିସୋଡ ପିଛା ଓ ପ୍ରତି ଓଡ଼ିଆ ଫିଲ୍ମ ପିଛା କେତେ ଟଙ୍କା ନେଇଥାନ୍ତି। ଓଲିଉଡ ଅଭିନେତ୍ରୀଙ୍କ ମଧ୍ୟରୁ ପ୍ରକୃତି ମିଶ୍ର ମଧ୍ୟ ହାଇଲି ପେଡ ଆକ୍ଟ୍ରେଷ ଭାବେ ଜଣାଶୁଣା । 

1/5

ଛୋଟବେଳୁ ଆକ୍ଟିଂରେ ରୁଚି ରଖିଥିବା ପ୍ରକୃତି ଏକାଧାରରେ ଜଣେ ସିଙ୍ଗର ଓ ମଡେଲ ମଧ୍ୟ । ସେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । 

 

2/5

ଅନେକ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି ପ୍ରକୃତି ମିଶ୍ର । କେବଳ ଯେ, ଓଡ଼ିଆ ତାହା ନୁହେଁ ହିନ୍ଦି ସିରିୟଲରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ପ୍ରକୃତି ମିଶ୍ର । 

3/5

ତେବେ କିଛି ମିଡିଆ ରିପୋର୍ଟସ ଅନୁଯାୟୀ, ପ୍ରକୃତି ମିଶ୍ର ପ୍ରତି ଏପିସୋଡ ପିଛା ୫୦ ହଜାର ଚାର୍ଜ କରୁଥିବା ବେଳେ ପ୍ରତି ଓଡ଼ିଆ ଫିଲ୍ମ ପିଛା ସେ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

4/5

ରିପୋର୍ଟ ଅନୁଯାୟୀ ତାଙ୍କର ମାସିକ ଇନକମ ୧୦ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି। 

5/5

ବାର୍ଷିକ ଗୋଟେ କୋଟି ୨୦ ଲକ୍ଷ ରୁ ଅଧିକ ଇନକମ କରନ୍ତି ପ୍ରକୃତି ମିଶ୍ର । ୨୦୨୧ ମସିହାରେ ନେଟ ୱର୍ଥ ୭ କୋଟି ଟଙ୍କା ବୋଲି  ରିପୋର୍ଟରେ ଉଲ୍ଲେଖ ରହିଛି।