Movies Release: ୯ ଫେବୃଆରୀରେ ରିଲିଜ ହେବ ଏହି ୫ଟି ଦମଦାର ଫିଲ୍ମ, ଦେଖନ୍ତୁ ଫଟୋ

Published: Feb 06, 2024, 08:58 AM IST|Updated: Feb 06, 2024, 08:58 AM IST

Movies Release on 9 February 2024: ରଜନୀକାନ୍ତଙ୍କ ଠାରୁ ସହିଦ କପୁର ଓ କ୍ରିତି ସାନନ୍ ଙ୍କ ଠାରୁ ଭୂମି ପେଡନେକର ପର୍ଯ୍ୟନ୍ତ ... ଅନେକ ବଡ ତାରକାଙ୍କ ଫିଲ୍ମ ୯ ଫେବୃଆରୀରେ ମୁକ୍ତିଲାଭ କରିବାକୁ ଯାଉଛି। ସେହିପରି ଏହି ଦିନ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ମଧ୍ଯ ସ୍ମରଣୀୟ ହେବାକୁ ଯାଉଛି, କାରଣ ଏହି ଦିନ ସତୀଶ କୌଶିକଙ୍କ ଶେଷ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି । ତେବେ ଆସନ୍ତୁ ଦେଖିବା ଏହି ଦିନ ରିଲିଜ ହେବାକୁ ଥିବା ଫିଲ୍ମ ବିଷୟରେ..