Advertisement
Photo Details/zeeodisha/odisha1648408
photoDetails0hindi

Benefits Of Lady Finger: ଏହି ସବୁ ରୋଗର ରାମବାଣ ହେଉଛି ଭେଣ୍ତି, ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Benefits Of Okra News In Odia :ଭେଣ୍ତି (Lady Finger) ଏପରି ଏକ ପରିବା ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଭେଣ୍ଡିରେ(Vindi) ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ, ଲୌହ ଓ ଫସଫରସ ଭଳି ଫାଇଦାଯୁକ୍ତ ପୋଷାକ ତତ୍ତ୍ୱ ଭରି ରହିଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଭେଣ୍ଡିରେ ଥିବା ତତ୍ତ୍ୱ ଖାଦ୍ୟନଳୀର ନିମ୍ନଭାଗରେ ହେଉଥିବା କୋଲୋନ କ୍ୟାନ୍ସରର ବିଷାକ୍ତ ତତ୍ତ୍ୱଗୁଡ଼ିକୁ ଦୂର କରି ଦେଇଥାଏ।

1/5

ଓଜନକୁ ନିୟନ୍ତ୍ରଣ କରିବାରେ ଭେଣ୍ଡି ବେଶ ଲାଭଦାୟକ ହୋଇଥାଏ(Vindi is helpful in controlling weight)। 

2/5

ଭେଣ୍ଡି ଶରୀରରେ ଫ୍ୟାଟ ବଢାଇବାକୁ ଦେଇ ନ ଥାଏ, ଯେଉଁ କାରଣରୁ ଶରୀରରେ ଅତିରିକ୍ତ ଚର୍ବି କମ ହେବାରେ ଲାଗିଥାଏ।

3/5

ସବୁଜ ଭେଣ୍ଡିରେ ଥିବା ଆଇରନ ତତ୍ତ୍ୱ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ରକ୍ତରେ ହିମୋଗ୍ଲୋବିନ ନିର୍ମାଣ କରିଥାଏ, ଯାହାଦ୍ବାରା ଆପଣ ଏନିମିଆରୁ ବଞ୍ଚି ରହିଥାନ୍ତି। 

4/5

ଏଥି ସହିତ ଭେଣ୍ଡିରେ ଥିବା ଭିଟାମିନ ରକ୍ତସ୍ରାବକୁ ରୋକିବାରେ ସାହାଯ୍ୟ କରିଥାଏ। ଯାହାଦ୍ବାରା ମୁସ୍କିଲ ପରିସ୍ଥିତିରେ ଶରୀରରୁ ରକ୍ତସ୍ରାବ ବହୁତ କମ ହୋଇଥାଏ।

 

5/5

ଭେଣ୍ଡିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଲମ୍ବା ସମୟ ପର୍ଯ୍ୟନ୍ତ କଳା ଏବଂ ଘନ ରହିଥାଏ। ଏହା ରୂପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।  ରୁକ୍ଷ କେଶରୁ ମୁକ୍ତି ପାଇବା ପାଇଁ ଭେଣ୍ଡିକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ ଏବଂ ଏଥିରେ ଅଧା ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଏହାକୁ ମୁଣ୍ଡ ଧୋଇବାରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ କେଶକୁ ଅନେକ ଫାଇଦା ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)