ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ

ଗଣତି କେନ୍ଦ୍ର ଭିତରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ନିୟମ ଅନୁସାରେ ଗଣତି କର୍ମଚାରୀଙ୍କ ସହ ପ୍ରତିନିଧିଙ୍କ ଏଜେଣ୍ଟ, ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଆଉ ବାହାରେ ଭୋଟରଙ୍କ ଲାଗି ସୂଚନା ଦେବାକୁ ପ୍ରତି ଗଣତି କେନ୍ଦ୍ର ଆାଗରେ ମାଇକ୍‍ ଓ ଡିସ୍‍ପ୍ଲେ ବୋର୍ଡ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ

About the Author