ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗୁମର ଖୋଲିଲେ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ମାଫିଆକୁ ଦମନ ପାଇଁ ପ୍ରଶଂସା କରି କହିଛନ୍ତି, 'ସିଏମ୍ ଯୋଗୀ ପ୍ରତ୍ୟେକ କାର୍ଯ୍ୟରେ ଉଦାରତା ପ୍ରଦର୍ଶନ କରନ୍ତି କିନ୍ତୁ ଗୋଟିଏ କାମରେ କଞ୍ଜୁସି କରନ୍ତି। ସେ ମାଫିଆ ପ୍ରସଙ୍ଗରେ କୌଣସି ରିହାତି ଦିଅନ୍ତି ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗୁମର ଖୋଲିଲେ ରାଜନାଥ ସିଂହ
Image Credit: ଫାଇଲ ଫଟୋ

About the Author