MCD Election 2022: କିଏ ହେବେ ଦିଲ୍ଲୀ ମେୟର? କିପରି ହୋଇଥାଏ ମେୟର ନିର୍ବାଚନ?

MCD Mayor Election Process: ମୋଟ ୫ ବର୍ଷର କାର୍ଯ୍ୟକାଳରେ ଦିଲ୍ଲୀ ନିଗମରେ ଜଣେ ନୁହେଁ ୫ ଜଣ ମେୟର ରହିବେ। ପ୍ରତିବର୍ଷ ଦିଲ୍ଲୀକୁ ମିଳିଥାଏ ନୂଆ ମେୟର। ପ୍ରଥମ ବର୍ଷ ମେୟର ପଦ ମହିଳାଙ୍କ ପାଇଁ ଏବଂ ଦ୍ୱିତୀୟ ବର୍ଷ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଜେନେରାଲଙ୍କ ପାଇଁ ସଂରକ୍ଷିତ ରହିଥାଏ। ସେହିପରି ତୃତୀୟ ବର୍ଷ ମେୟର ପଦବୀ ଏକ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ଆସନରୁ ନିର୍ବାଚିତ ହେଉଥିବା ପାର୍ଷଦଙ୍କ ପାଇଁ ସଂରକ୍ଷିତ ରହିଥାଏ। ବାକି ୨ ବର୍ଷ ପାଇଁ ସାଧାରଣ ଆସନରେ ୨ ଜଣ ଭିନ୍ନ ଭିନ୍ନ ମେୟର ରହିବେ।

MCD Election 2022: କିଏ ହେବେ ଦିଲ୍ଲୀ ମେୟର? କିପରି  ହୋଇଥାଏ ମେୟର ନିର୍ବାଚନ?

About the Author