Advertisement
Article Detail0/zeeodisha/odisha2278209
Zee OdishaOdisha PoliticsOdisha Election 2024: ନବରଙ୍ଗପୁରରେ କଂଗ୍ରେସ ଆଗୁଆ, କଂଗ୍ରେସକୁ ମିଳିପାରେ ଆଉଏକ ସଫଳତା

Odisha Election 2024: ନବରଙ୍ଗପୁରରେ କଂଗ୍ରେସ ଆଗୁଆ, କଂଗ୍ରେସକୁ ମିଳିପାରେ ଆଉଏକ ସଫଳତା

Odisha Election 2024: କୋରାପୁଟରେ ସପ୍ତଗିରି ଉଲାକା ୬୬୬୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କର କଡ଼ା ମୁକାବିଲା ହେଉଛି ବିଜେଡିର କୌଶଲ୍ୟା ହିକକାଙ୍କ ସହ।

 

Odisha Election 2024: ନବରଙ୍ଗପୁରରେ କଂଗ୍ରେସ ଆଗୁଆ, କଂଗ୍ରେସକୁ ମିଳିପାରେ ଆଉଏକ ସଫଳତା

Odisha Election 2024: ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରୁ କଂଗ୍ରେସକୁ ଆଉ ଏକ ସଫଳତା ମିଳିପାରେ। ପୁର୍ବ ନିର୍ବାଚନ ୨୦୧୯ରେ କଂଗ୍ରେସ କେବଳ କୋରାପୁଟ ଆସନରୁ ବିଜୟୀ ହୋଇଥିଲା। ଏଥର ନବରଙ୍ଗପୁର ଆସନନେଇପାରେ  କଂଗ୍ରେସ। 

ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁରର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝି ୨୬୯୨ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ବିଜେପିର ବଳଭଦ୍ର ମାଝି। ଏଠାରେ ବିଜେଡି ତୃତୀୟ ସ୍ଥାନରେ ରହିଛି। ଭୁଜବଳଙ୍କୁ ୨୮୦୮୫ ଭୋଟ ମିଳିଛି।  କୋରାପୁଟରେ ସପ୍ତଗିରି ଉଲାକା ୬୬୬୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କର କଡ଼ା ମୁକାବିଲା ହେଉଛି ବିଜେଡିର କୌଶଲ୍ୟା ହିକକାଙ୍କ ସହ। ସପ୍ତଗିରି ୨୩ହଜାର ୨୨୯ ଖଣ୍ଡ ଭୋଟ ଏଯାଏ ପାଇଛନ୍ତି। ତୃତୀୟସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝି।

Add Zee News as a Preferred Source
About the Author