Odisha Politics: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ
Advertisement

Odisha Politics: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

Odisha Politics: ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ।

Odisha Politics: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

Odisha Politics: ୨୦୨୪  ନିର୍ବାଚନ ପୂର୍ବରୁ ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ । ଏହି କ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ।

ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଥିବାବେଳେ ପୂର୍ବରୁ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଳାଇ ସାରିଛନ୍ତି । ବର୍ତ୍ତମାନ ମିଡିଆ ସହିତ ସମନ୍ୱୟ ଏବଂ ଯୋଗାଯୋଗ, ସୋସିଆଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ଯ୍ୟକ୍ରମର ସମସ୍ତ କଥା ତାଙ୍କ ମୁଣ୍ଡରେ ନ୍ୟସ୍ତ କରାଯାଇଛି । ଏହି ନୂଆ ଦାୟିତ୍ୱ ପାଇଁ ପ୍ରସାଦଙ୍କୁ ଦଳିୟ ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।

Also Read- Shukra Gochar 2024: ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନହେଲେ ହୋଇପାରେ କ୍ଷତି

Also Read- Ayodhya Ramlala: ପ୍ରଭୁ ଶ୍ରୀରାମଙ୍କ ସେବାରେ ପରିବର୍ତ୍ତନ, ପଞ୍ଚାମୃତ ବଦଳରେ ମହୁ ଏବଂ ଜଳରେ ସ୍ନାନ