ପ୍ରିୟଙ୍କାଙ୍କୁ ବି ଶୁଣିଲେନି ପାଇଲଟ୍ !

ଏବେ ଗୋଟିଏ ହିଁ ପ୍ରୟାସ । ପାଇଲଟଙ୍କୁ ବୁଝାଇବାକୁ ଚାଲିଛି ପ୍ରୟାସ । ସୂତ୍ର କହୁଛି, ତୁହାକୁ ତୁହା ଫୋନ କରୁଛନ୍ତି ପ୍ରିୟଙ୍କା । ହେଲେ ପାଇଲଟଙ୍କ ଆଡ଼ୁ ଜବାବ ମିଳୁନି ।

ପ୍ରିୟଙ୍କାଙ୍କୁ ବି ଶୁଣିଲେନି ପାଇଲଟ୍ !
Image Credit: ଫାଇଲ ଫଟୋ

About the Author