Shark tank India-3: ଅନୁପମଙ୍କ ଉପରେ ଅଶ୍ନିରଙ୍କ ପାଲଟା ଆକ୍ରମଣ,କହିଲେ ବୁଢା ହେଇଗଲେଣି ମିତଲ

'ସାର୍କ ଟ୍ୟାଙ୍କ ଇଣ୍ଡିଆ'ର ଏକ୍ସ-ସାର୍କ ଆଶ୍ନିର୍ ଗ୍ରୋଭର ତାଙ୍କୁ ନେଇ ପୂର୍ବ ସାଥୀ ସାର୍କ ଦେଇଥିବା ମନ୍ତବ୍ୟ ଉପରେ ନିକଟରେ ପ୍ରତିକ୍ରିୟା ଦେଇଛନ୍ତି। ଏକ କଲେଜ ଉତ୍ସବରେ ଅତିଥି ଭାବରେ ଅଂଶଗ୍ରହଣ କରିଥିବା ଅଶ୍ନିର ଉତ୍ସବର ମଞ୍ଚରୁ ଅନୁପମଙ୍କ ଉପରେ ଏହି କାଉଣ୍ଟର ଆକ୍ରମଣ କରିଛନ୍ତି ।

Shark tank India-3: ଅନୁପମଙ୍କ ଉପରେ ଅଶ୍ନିରଙ୍କ ପାଲଟା ଆକ୍ରମଣ,କହିଲେ ବୁଢା ହେଇଗଲେଣି ମିତଲ
Image Credit: SOCIAL MEDIA

About the Author