Trending Photos
IPL 2024: ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା IPL ଦେଶର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଅନେକ ଷ୍ଟାର କ୍ରିକେଟର ଏଠାରେ ଖେଳି ନିଜର କ୍ୟାରିୟର କରିଛନ୍ତି। ଖେଳାଳିମାନେ ଆଇପିଏଲରେ ଖେଳି ଉଭୟ ଟଙ୍କା ଏବଂ ସୁଖ୍ୟାତି ପାଆନ୍ତି। IPL 2024 ପାଇଁ ନିଲାମ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବ। ଏହା ପ୍ରଥମ ଥର ପାଇଁ ଦୁବାଇରେ ଆଇପିଏଲ୍ ନିଲାମ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ମଧ୍ୟ ସମସ୍ତ ଦଳ ଆଇପିଏଲ୍ ପରିଚାଳନା ପରିଷଦରେ ରଖାଯାଇଥିବା ଏବଂ ମୁକ୍ତ ଖେଳାଳିଙ୍କ ତାଲିକା ଦାଖଲ କରିଛନ୍ତି। ଆସନ୍ତୁ ଜାଣିବା ସମସ୍ତ ୧୦ଟି ଦଳ କେଉଁ ଖେଳାଳିଙ୍କୁ ଡ୍ରପ୍ କରିଛନ୍ତି।
ଚେନ୍ନାଇ ସୁପର କିଙ୍ଗସ (CSK):
ରିଲିଜ ହୋଇଥିବା ଖେଳାଳି: ବେନ ଷ୍ଟୋକ୍ସ, ଅମ୍ବାତୀ ରାୟୁଡ଼ୁ, ଡ୍ୱେନ ପ୍ରିଟୋରିଅସ, କାଇଲ ଜେମିସନ, ଭଗତ ବର୍ମା, ସିଂସଡ଼ା ମଗଲା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂହ
ରିଟେନ ଖେଳାଳି: ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡ଼େଜା, ଆଜିଙ୍କ୍ୟ ରାହାଣେ, ଋତୁରାଜ ଗାଏକ୍ୱାଡ଼, ଦୀପକ ଚହର, ଶିବମ ଦୁବେ, ରାଜବର୍ଦ୍ଧନ ହାଂଗରଗେକର, ତୁଷାର ଦେଶପାଣ୍ଡେ, ପ୍ରଶାନ୍ତ ଶୋଲାଙ୍କୀ, ସିମରଜିତ ସିଂହ, ଅଜୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ଶେଖ ରସିଦ, ମୁକେଶ ଚୌଧୂରୀ, ମୋଇନ ଅଲ୍ଲୀ, ଡେଭନ କନୱେ, ମିଶେଲ ସାଣ୍ଟନର, ମହେଶ ତୀକ୍ଷଣା, ମତିଶା ପଥିରାନା
ମୁମ୍ବାଇ ଇଣ୍ଡିଆନ (MI):
ରିଲିଜ ଖେଳାଳି: ଅର୍ଶଦ ଖାନ, ରମଣଦୀପ ସିଂହ, ରିତିକ ଶୌକିନ, ରାଘବ ଗୋଏଲ, ଜୋଫ୍ରା ଆର୍ଚର, ଟ୍ରିଷ୍ଟନ ଷ୍ଟବ୍ସ,, ଡୁଆନ ଜନସନ, ଝାୟ ରିଚାର୍ଡସନ, ରିଲେ ମେରେଡିଥ, କ୍ରିସ ଜୋର୍ଡାନ, ସନ୍ଦୀପ ୱାରିଅର
ରିଟେନ ଖେଳାଳି: ରୋହିତ ଶର୍ମା, ଡେୱଲ୍ଡ ବ୍ରାଭିସ, ସୂର୍ଯ୍ୟକୂମାର ଯାଦବ, ଇଶାନ କିସନ, ଏନ ତିଲକ ବର୍ମା, ଟିମ ଡେଭିଡ଼, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମେରୁନ ଗ୍ରୀନ, ଶାମ୍ସ ମୁଲାନୀ, ନେହଲ ୱଢେରା, ଜଶପ୍ରିତ ବୁମରାହ, କୁମାର କାର୍ତ୍ତିକେୟ, ପିୟୁଷ ଚାୱଲା, ଆକାଶ ମାଧୱାଲ, ଜେସନ ବେହରେନଡାର୍ଫ, ରୋମାରିୟୋ ସେଫର୍ଡ
ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର(RCB)
ରିଲିଜ ଖେଳାଳି: ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, ଜୋଶ ହେଜେଲଉଡ଼, ଫିନ ଏଲାନ, ମାଇକେଲ ବ୍ରେସବେଲ, ଡେଭିଡ଼ ବିଲ୍ଲୀ, ୱେନ ପାର୍ଣ୍ଣେଲ, ସୋନୁ ଯାଦବ, ଅବିନାଶ ସିଂହ, ସିଦ୍ଧାର୍ଥ କୌଲ, କେଦାର ଯାଦବ
ରିଟେନ ଖେଳାଳି: ଫାପ ଡୁ ପ୍ଲେସିସ, ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି, ରଜତ ପଟିଦାର, ଅନୁଜ ରାୱତ, ଦିନେଶ କାର୍ତ୍ତିକ, ସୁୟଶ ପ୍ରଭୁଦେଶାଇ, ୱିଲ ଜ୍ୟାକ୍ସ, ମହିପାଲ ଲୋମରୋର, କର୍ଣ୍ଣ ଶର୍ମା, ମନୋଜ ଭଣ୍ଡାଗେ, ମୟଙ୍କ ଡାଗର, ବିଶାଲ ବିଜୟକୁମାର, ଆକାଶ ଦୀପ, ମହମ୍ମଦ ସିରାଜ, ରସ ଟାପଲେ, ହିମାଂଶୁ ଶର୍ମା, ରାଜନ କୁମାର
ଗୁଜରାଟ ଟାଇଟନ୍ସ(GT)
ରିଲିଜ ଖେଳାଳି: ୟଶ ଦୟାଲ, କେଏସ ଭରତ, ଶିବମ ମାୱି, ଉର୍ବିଲ ପଟେଲ, ପ୍ରଦୀପ ସାଂଗୱାନ, ଓଡ଼ିୟନ ସ୍ମିଥ, ଅଲ୍ଜାରୀ ଜୋଶେଫ, ଦାସନ ଶନାକା
ରିଟେନ ଖେଳାଳି: ଡେଭିଡ଼ ମିଲର, ଶୁବମନ ଗିଲ, ମାଥ୍ୟୁ ହେଡ଼, ରିଦ୍ଧିମାନ ଶାହ, କେନ ୱିଲିୟମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅଭିନବ ମନୋହର, ବି ସାଇ ସୁଦର୍ଶନ, ଦର୍ଶନ ନାଲକଣ୍ଡେ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାତିୟା, ମହମ୍ମଦ ଶାମୀ, ନୂର ଅହମ୍ମଦ, ଆର ସାଇ କିଶୋର, ରଶିଦ ଖାନ, ଜୋଶ ଲିଟିଲ, ମୋହିତ ଶର୍ମା
ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG):
ରିଲିଜ ଖେଳାଳି: ଡାନିଏଲ ସ୍ୟାମ୍ସ, କରୁଣ ନାଏର, ଜୟଦେବ ଉନାଦକତ, ମନନ ବୋହରା, କରଣ ଶର୍ମା, ସୂର୍ୟାଂଶ ସେଡଗେ, ସ୍ୱପ୍ନିଲ ସିଂହ, ଅର୍ପିତ ଗୁଲେରିଆ
ରିଟେନ ଖେଳାଳି: କେଏଲ ରାହୁଲ, କ୍ୱିଣ୍ଟନ ଡିକକ, ନିକୋଲାସ ପୁରନ, ଆୟୁଷ ବେଡୋନୀ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, କାଇଲ ମେୟର୍ସ, ମାର୍କସ ଷ୍ଟୋନିସ, ପ୍ରେରକ ମଙ୍କଡ଼, ୟୁଦ୍ଧବୀର ସିଂହ, ମାର୍କ ଉଡ଼, ମୟଙ୍କ ଯାଦବ, ମୋହସିନ ଖାନ, ରବି ବିଷ୍ଣୋଇ, ୟଶ ଠାକୁର, ଅମିତ ମିଶ୍ରା, ନବୀନ ଉଲ ହକ
କୋଲକାତା ନାଇଟ ରାଇଡର୍ସ(KKR)
ରିଲିଜ ଖେଳାଳି: ଶାକିବ ଅଲ ହାସନ, ଲିଟନ ଦାସ, ଆର୍ୟା ଦେଶାଇ, ଡେଭିଡ଼ ବିଜ, ଏନ ଜଗଦିସନ, ମନଦୀପ ସିଂହ, କୁଲୱନ୍ତ ଖେଜୋରିଲିୟା, ଶାର୍ଦ୍ଦୁଲ ଠାକୁର, ଲକି ଫର୍ଗୁସନ, ଉମେଶ ଯାଦବ, ଜନଶନ ଚାର୍ଲସ ଓ ଟିମ ସାଉଦୀ
ରିଟେନ ଖେଳାଳି: ନୀତିଶ ରାଣା, ରିଙ୍କୁ ସିଂହ, ରେହମନୁଲ୍ଲାହ ଗୁରବାଜ, ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟାର, ଡେଭିଡ଼ ବିଜ, ଅନୁକୂଳ ରାୟ, ସୁନୀଲ ନରେନ, ବୈଭବ ଅରୋଡ଼ା, ହର୍ଷିତ ରାଣା, ସୁୟଶ ଶର୍ମା, ବରୁଣ ଚକ୍ରବର୍ତ୍ତି
ସନରାଇଜର୍ସ ହାଇଦ୍ରାବାଦ (SH):
ରିଲିଜ ଖେଳାଳି: ହ୍ୟାରି ବ୍ରୁକ, ସମର୍ଥ ବ୍ୟାସ, କାର୍ତ୍ତିକ ତ୍ୟାଗୀ, ବିଭରାଂତ ଶର୍ମା, ଆକିଲ ହୁସେନ, ଆଦିଲ ରଶିଦ
ରିଟେନ ଖେଳାଳି: ଏଡେନ ମାର୍କରମ, ରାହୁଲ ତ୍ରିପାଠୀ, ମୟଙ୍କ ଅଗ୍ରୱାଲ, ହେନରିକ କ୍ଲାସେନ, ଗ୍ଲେନ ଫିଲିପ୍ସ, ଉପେନ୍ଦ୍ର ଯାଦବ, ନୀତିଶ କୁମା ରେଡ୍ଡୀ, ଅନମୋଲ ପ୍ରିତ ସିଂହ, ସନୱିର ସିଂହ, ଅବ୍ଦୁଲ ସମଦ, ମାର୍କୋ ୟାନସେନ, ଅଭିଷେକ ଶର୍ମା, ୱାସିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଉମରାନ ମଲିକ, ଟି ନଟରାଜନ, ମୟଙ୍କ ମାର୍କଣ୍ଡ, ଫଜଲହକ ଫାରୁକୀ, ଶାହବାଜ ଅହମ୍ମଦ
ପଞ୍ଜାବ କିଙ୍ଗସ ଇଲେଭେନ (PBKS)
ରିଲିଜ ଖେଳାଳି: ଭାନୁକା ରାଜପକ୍ଷେ, ମୋହିତ ରାଠୀ, ବଲତେଜ ଢାଣ୍ଡା, ରାଜ ଅଙ୍ଗଦ ବାୱା, ଶାହରୁଖ ଖାନ
ରିଟେନ ଖେଳାଳି: ଶିଖର ଧୱନ, ଜନି ବେୟାରଷ୍ଟୋ, ପ୍ରଭସିମରନ ସିହଂ, ହରପ୍ରିତ ଭାଟିଆ, ଜିତେଶ ଶର୍ମା, ଶିବମ ସିହଂ, ଅଥର୍ବ ତାଇଦେ, ସିକନ୍ଦର ରଜା, ଋଷି ଧୱନ, ହରପ୍ରିତ ବରାଡ଼, ଲିୟମ ଲିଭିଂଷ୍ଟୋନ, ସ୍ୟାମ କରନ, କାଗିସୋ ରାବଡ଼ା, ରାହୁଲ ଚହର, ଅର୍ଶଦୀପ ସିଂହ, ନାଥନ ଏଲିସ, ବିଦ୍ଧୱତ କୱେରପ୍ପା
ରାଜସ୍ଥାନ ରୟାଲ୍ସ (RR)
ରିଲିଜ ଖେଳାଳି: ଜୋ ରୁଟ, ଅବ୍ଦୁଲ ବସିଥ, ଜେସନ ହୋଲ୍ଡର, ଆକାଶ ୱଶିଷ୍ଠ, କୁଲଦୀପ ଯାଦବ, ଓବେଡ଼ ମକାୟ, ମୁରୁଗନ ଅଶ୍ୱିନ, କେସି କରିୟପ୍ପା, କେଏମ ଆସିଫ
ରିଟେନ ଖେଳାଳି: ସଞ୍ଜୁ ସାମସନ, ଶିମରନ ହେଟମାୟର, ଯଶସ୍ୱି ଜୟସ୍ୱୟାଲ, କୃଣାଳ ସିଂହ ରାଠୋର, ଡୋନାଭୟନ ଫରେରା, ଧୃବ ଜୁରେଲ, ଜୋଶ ବଟଲର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜୁବେନ୍ଦ୍ର ଚହର, କୂଲଦୀପ ସେନ, ପ୍ରସିଦ୍ଧ କୃଷ୍ଣା, ନବଦୀପ ସୈନୀ, ଟ୍ରେଣ୍ଟ ବୋଲ୍ଟ, ଏଡମ ଜାମ୍ପା, ଅଭେଶ ଖାନ
ଦିଲ୍ଲୀ କ୍ୟାପିଟାଲ୍ସ
ରିଲିଜ ଖେଳାଳି: ରୋଭମେନ ପାୱେଲ, ରିଲେ ରୋସୋଭ, ଚେତନ ସକାରୀୟା, ମନୀଷ ପାଣ୍ଡେ, ଫିଲ ସଷ୍ଟ, ମୁସ୍ତଫିଜୁର ରେହମାନ, କମଳେଶ ନାଗରକୋଟି. ରିପଲ ପଟେଲ, ସରଫରାଜ ଖାନ, ଅମନ ଖାନ, ପ୍ରିୟମ ଗର୍ଗ
ରିଟେନ ଖେଳାଳି: ଋଷଭ ପନ୍ତ, ଡେଭିଡ଼ ୱାର୍ଣ୍ଣର, ପୃଥ୍ୱୀ ଶ, ୟଶ ଢୁଲ, ମିଚେଲ ମାର୍ଶ, ଲଳୀତ ଯାଦବ, ଅକ୍ଷର ପଟେଲ, ବିକ୍କୀ ଓସ୍ତୱାଲ, ଏନରିକ ନୋର୍ତଜେ, ଖଲୀଲ ଅହମ୍ମଦ, ଲୁଙ୍ଗୀ ଏନଗିଡ଼ି, ଇଶାନ୍ତ ଶର୍ମା, ମୁକେଶ କୁମାର, କୁଲଦୀପ ଯାଦବ, ପ୍ରବୀଣ ଦୁବେ