IND vs ENG: ଆଜି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍, ଯୁବ ଖେଳାଳିଙ୍କ କାନ୍ଧରେ ବଡ଼ ଦାୟିତ୍ବ

IND vs ENG: ରାଜକୋଟରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ତିଆ । ତେବେ ଭାରତୀୟ ଦଳରେ ଦୁଇ ଜଣ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

IND vs ENG: ଆଜି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍, ଯୁବ ଖେଳାଳିଙ୍କ କାନ୍ଧରେ ବଡ଼ ଦାୟିତ୍ବ

About the Author