କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଘରେ ଶୋକର ଲହରୀ, ଜଣେ ଘନିଷ୍ଠଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଲେ ପତ୍ନୀ ଧନଶ୍ରୀ

Dhanshree Verma Post: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଘରୁ ଏଖ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାଙ୍କ ପତ୍ନୀ ଧନଶ୍ରୀ ଧର୍ମେନ୍ଦ୍ର ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଘରେ ଶୋକର ଲହରୀ, ଜଣେ ଘନିଷ୍ଠଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଲେ ପତ୍ନୀ ଧନଶ୍ରୀ
Image Credit: Dhanashree Verma Nani Passes Away

About the Author