IND vs ENG: ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ, ରାଜକୋଟ୍ ଟେଷ୍ଟକୁ ୪୩୪ ରନରେ ହାରିଲା ଇଂଲଣ୍ଡ

IND vs ENG 3rd Test: ଭାରତୀୟ ଦଳ ଇଂଲଣ୍ଡ ପାଇଁ ୫୫୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ସହଜରେ ଆତ୍ମସମର୍ପଣ କରିଥିଲା। ୪ ୱିକେଟ୍ ହରାଇ ୪୩୦ ରନରେ ଭାରତ ଦ୍ୱିତୀୟ ଇନିଂସର ପାରି ଘୋଷଣା କରିଥିଲା।

IND vs ENG: ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ, ରାଜକୋଟ୍ ଟେଷ୍ଟକୁ ୪୩୪ ରନରେ ହାରିଲା ଇଂଲଣ୍ଡ
Image Credit: IND vs ENG Match Report

About the Author