IND vs ENG: ୟେ ଆଜକଲ କି ଲଡକେ... ଏମିତି କହି ପ୍ରଶଂସା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳ ଏହାର ଯୁବ ଖେଳାଳିଙ୍କ ଦୃଢ ପ୍ରଦର୍ଶନ ପରେ ରାଜକୋଟ ଟେଷ୍ଟରେ ଏକ ଐତିହାସିକ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳକୁ ୪୩୪ ରନ୍ ବ୍ୟବଧାନରେ ପରାସ୍ତ କରି ସେମାନେ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛନ୍ତି। ଏହି ମ୍ୟାଚରେ ପଦାର୍ପଣ କରିଥିବା ସରଫରାଜ ଖାନ ଏବଂ ୱିକେଟ୍ କିପର ଧୃଭ ଜୁରେଲଙ୍କ ବ୍ୟତୀତ ଓପନର୍ ଯଶସ୍ୱୀ ଜୟସୱାଲ ଚମତ୍କାର

IND vs ENG: ୟେ ଆଜକଲ କି ଲଡକେ... ଏମିତି କହି ପ୍ରଶଂସା କଲେ ରୋହିତ ଶର୍ମା

About the Author