IND vs NZ 1st T20: ପ୍ରଥମ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିନେଲେ ଶେଷ ମ୍ୟାଚ୍
Advertisement

IND vs NZ 1st T20: ପ୍ରଥମ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିନେଲେ ଶେଷ ମ୍ୟାଚ୍

IND vs NZ 1st T20: ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ଦ୍ରାବିଡ ପୃଥ୍ୱୀ ଶ'ଙ୍କ ବଦଳରେ ଦଳର ଚୂଡ଼ାନ୍ତ ଏକାଦଶରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡଙ୍କ ଏହି ନିଷ୍ପତ୍ତି ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଛି ।

IND vs NZ 1st T20: ପ୍ରଥମ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିନେଲେ ଶେଷ ମ୍ୟାଚ୍

India vs New Zealand 1st T20: ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚ (IND vs NZ 1st T20 Match) ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆ (Team India) କୁ ୨୧ ରନରେ ପରାସ୍ତ କରିଛି । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) ରେ କିୱି ଦଳ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ଟି-20 ମ୍ୟାଚରେ ଭାରତୀୟ ଦଳ (Indian Cricket Team) ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଥିବା ଜଣେ ଖେଳାଳି ଅଛନ୍ତି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜ ପାଦରେ କୁରାଢ଼ୀ ମାରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚ୍ (IND vs NZ 1st T20 Match) ସହିତ ଟିମ୍ ଇଣ୍ଡିଆ (Team India) ର ଏହି ଫ୍ଲପ୍ ଖେଳାଳିଙ୍କ ଟି-20 କ୍ୟାରିୟର ଶେଷ ହେଉଥିବାର ନଜରକୁ ଆସୁଛି । ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -20 ମ୍ୟାଚରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଏହି ଖେଳାଳି ବ୍ୟାଟିଂରେ ସମ୍ପୂର୍ଣ୍ଣ ଫ୍ଲପ୍ ବୋଲି ପ୍ରମାଣିତ କରିଛନ୍ତି । ଏହି ଖେଳାଳିଙ୍କ ଫ୍ଲପ୍ ପ୍ରଦର୍ଶନ ଦଳକୁ ଅସୁବିଧାରେ ପକାଇବା କାର୍ଯ୍ୟ କରିଛି । 

ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ (Rahul Tripathi) ଙ୍କୁ ସୁଯୋଗ ଦେଇ ବିସିସିଆଇ (BCCI) ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି । ପ୍ରଥମ ଟି-20 ମ୍ୟାଚରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦେଇ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡ (Rahul Dravid) ସବୁଠାରୁ ବଡ଼ ଭୁଲ କରିଛନ୍ତି । ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ଦ୍ରାବିଡ ପୃଥ୍ୱୀ ଶ'ଙ୍କ ବଦଳରେ ଦଳର ଚୂଡ଼ାନ୍ତ ଏକାଦଶରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡଙ୍କ ଏହି ନିଷ୍ପତ୍ତି ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଛି ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ଆପଣଙ୍କର ପେନସନ ରାଶି, ସରକାର ନେଲେ ଏହି ପଦକ୍ଷେପ!

ଅଧିକ ପଢ଼ନ୍ତୁ:-ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଏହି ୩ ଖେଳାଳି! ୱାଶିଂଟନ୍ ସୁନ୍ଦରଙ୍କ ସବୁ କଠିନ ପରିଶ୍ରମ ବେକାର

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

 

ରାହୁଲ ତ୍ରିପାଠୀଙ୍କ ଉପରେ ଅତ୍ୟଧିକ ନିର୍ଭର କରି ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ନମ୍ବର 3 ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାଟିଂ ପାଇଁ ତାଙ୍କୁ ସୁଯୋଗ ଦେଇଥିଲେ । ରାହୁଲ ତ୍ରିପାଠୀ ନମ୍ବର ୩ରେ ବ୍ୟାଟିଂ କରି ଫ୍ଲପ୍ ହୋଇଛନ୍ତି ଓ ୦ ରନ୍ କରି ଆଉଟ ହୋଇଥିଲେ । ୧୭୭ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ କେବଳ ୮୯ ରନ୍ ସ୍କୋରରେ ୫ ୱିକେଟ୍ ହରାଇଥିଲା । ଯଦିଓ ୱାଶିଂଟନ୍ ସୁନ୍ଦର ୨୮ ବଲରେ ୫୦ ରନ୍ ଇନିଂସ ଖେଳି ମ୍ୟାଚକୁ କିଛି ବଞ୍ଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କ କଠିନ ପରିଶ୍ରମ କାମ ଦେଲା ନାହିଁ, ସେ ଟିମ୍ ଇଣ୍ଡିଆକୁ ଜିତାଇ ପାରିଲେ ନାହିଁ ।