Khaleel Ahmed: 'ମୁଁ ଅଧିକାଂଶ ମ୍ୟାଚ୍ରୁ ବାଦ ପଡ଼ିବି', ଏପରି କାହିଁକି କହିଲେ କ୍ରିକେଟର ଖଲିଲ ଅହମ୍ମଦ?

Khaleel Ahmed News: କ୍ରିକେଟର ଖଲିଲ ଅହମ୍ମଦ ରାଜସ୍ଥାନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଯିଏ ସୟଦ ମୁସ୍ତାକ ଅଲି ଟ୍ରଫି ମୁକାବିଲାର ଅଂଶ କରିଥିଲେ। ତାଙ୍କୁ ମୁମ୍ବାଇ ବିପକ୍ଷ T-20 ମୁକାବିଲାରେ ଶେଷ ଥର ପଡ଼ିଆରେ ଦେଖିବାକୁ ମିଳିଥିଲା। ଏହି ମୁକବିଲାରେ ସେ ୪ ଓଭର ଖେଳି ୪୭ ରନ୍ ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍ ପାଇଥିଲେ।

Khaleel Ahmed: 'ମୁଁ ଅଧିକାଂଶ ମ୍ୟାଚ୍ରୁ ବାଦ ପଡ଼ିବି', ଏପରି କାହିଁକି କହିଲେ କ୍ରିକେଟର ଖଲିଲ ଅହମ୍ମଦ?

About the Author